Napačna izbira? Nič za to! Izdelke lahko vrnete do 30 dni
Z darilnim bonom ne morete zgrešiti. Obdarovanec lahko v zameno za darilni bon izbere karkoli iz naše ponudbe.
Do 30 dni za vračilo
ଜଣେ ସାହିତ୍ୟିକ ସମକାଳୀନ ସମାଜରେ ନିଜର ଜୀବନଚର୍ଯ୍ୟା ମଧ୍ୟରେ ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ କେତେକ ଅନୁଭବ ଅନୁଭୂତି, ଅନ୍ୟାୟ, ଅସଙ୍ଗତି,ପ୍ରତିକୂଳ ପରିସ୍ଥିତି ଶୋଷଣ କୁସଂସ୍କାର ବିରୋଧରେ ନିଜ ଲେଖନୀ ମାଧ୍ୟମରେ ସ୍ୱର ଉତ୍ତୋଳନ କରିଥାଏ ଯାହାର କି ଏକ ସୁଦୂର ବିସ୍ତାରି ପ୍ରଭାବ ସମାଜ ଉପରେ ପଡ଼ିବା ଫଳରେ କିଛିଟା ସଂସ୍କାର ଆସିଥାଏ।
ଅନୁରୂପ ଭାବେ ଜୀବନ ଜଞ୍ଜାଳ ତେଲ ଲୁଣ ସଂସାର ସାମାଜିକ ନୈତିକ ଦାୟିତ୍ୱ ନର୍ବାହ କରିବା ବେଳେ କେତେକ ଅନୁଭୂତି ଓ ଅନୁଭବର ପ୍ରତିଫଳନ ହୋଇଛି ମୋର ଏହି କବିତା ସଙ୍କଳନ 'ଫିକା ବସନ୍ତ'ରେ। କବିତାଗୁଡ଼ିକ ନୈତିକତା, ମାନବୀୟ ମୂଲ୍ୟବୋଧ ଓ ସାଙ୍କେତିକ ସଂସ୍କାର ଉପରେ ପର୍ଯ୍ୟବେଷିତ, କବିତା ସଙ୍କଳନଟି ପାଠକୀୟ ଆଦୃତି ଲାଭ କଲେ ମୋର ଶ୍ରମ ସାର୍ଥକ ହେବ। ---କମଳା ପ୍ରସାଦ ମହାପାତ୍ର
Pozdravljeni! Sem Libroamiko, vaš knjižni svetovalec.
Kako vam lahko pomagam?